Jump to content

ବଳଶାଳୀ

ଉଇକିଅଭିଧାନ‌ରୁ

ବଳଶାଳୀ

ଉଚ୍ଚାରଣ

[ସମ୍ପାଦନା]
(ବଳାଶାଳିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବଳ+ଅଛି ଅର୍ଥରେ ଶାଳୀନ୍)

[ସମ୍ପାଦନା]

ବଳବାନ୍; ବଳୁଆ; ବଳିଷ୍ଠ —Strong; mighty.