Jump to content

ବଳସ୍ଥିତି

ଉଇକିଅଭିଧାନ‌ରୁ

ବଳସ୍ଥିତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍)

[ସମ୍ପାଦନା]
୧. ସେନାନିବାସ; ଛାଉଣୀ — ୧. Cantonment; canp.
୨. ସୈନ୍ୟ ସମାବେଶ —୨. Array of troops.
୩. ସୈନ୍ୟ— ମାନଙ୍କର ଅବସ୍ଥିତି —୩. The position of an army.