Jump to content

ବଳହା

ଉଇକିଅଭିଧାନ‌ରୁ

ବଳହା

ଉଚ୍ଚାରଣ

[ସମ୍ପାଦନା]

(ବଳହନ୍ତା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବଳ+ ହନ୍ ଧାତୁ+ କର୍ତ୍ତୃ. କ୍ୱିପ୍; ବଳହନ୍ ଶବ୍ଦ ୧ମା. ୧ବ)

[ସମ୍ପାଦନା]
୧. ଇନ୍ଦ୍ର —୧. Indra.
୨. (ଯାହା ଶକ୍ତିକୁ ବିନାଶ କରେ) ଶ୍ଳେଷ୍ନା — ୨. Cough; catarrh; phlegm.
୩. ବଳରାମ — Baḻarāms.