Jump to content

ବଳାଇବା

ଉଇକିଅଭିଧାନ‌ରୁ

ବଳାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବଳ; ବଳାତ୍କାର)

[ସମ୍ପାଦନା]
୧. କୌଣସି କାର୍ଯ୍ୟ କରିବାକୁ ବାଧ୍ୟ କରିବା; କୌଣସି କର୍ମ କରିବାକୁ ବଳାତ୍କାର କରିବା — ୧. To force a person to do a thing.
୨. ବଳାତ୍କାର କରିବା; ବଳ ପ୍ରୟୋଗ କରିବା; ଜବରଦସ୍ତି କରିବା —୨. To use force; to commit violence; to coerce.

(ଯଥା—ଦେଖିବା ଦେଖି! କିଏ ମୋତେ ବଳାଇ ଅନ୍ୟାୟ କାର୍ଯ୍ୟ କରାଇବ?)

୩. ଆଗ୍ରହାତିଶଯ୍ୟ ପୂର୍ବକ ପ୍ରବର୍ତ୍ତାଇବା; ବିଶେଷ ଭାବରେ ଅନୁରୋଧ କରିବା —୩. To importune; to press.

କାହିଁକି ସଖି! ବଳାଉ ମୋତେ ଗୋ ସଙ୍ଗୀତ

୪. ଅତିକ୍ରମ କରାଇବା —୪. To cause a person to pass overr a place.

ଏ ସମୟେ ବାଳାକୁ ବଳାଉ ଦେହଳୀ କି ଭଞ୍ଜ କୋଟିବ୍ରହ୍ମାଣ୍ଡସୁନ୍ଦରୀ

୫. ପ୍ରସ୍ଥାନକାରୀ ବ୍ୟକ୍ତିଙ୍କ ସଙ୍ଗେ ଖଣ୍ଡଦୂର ବାଟକୁ ଯାଇଁ ଛାଡ଼ି ଦେଇ ଆସିବା; ବାଟ ବଳାଇବା —୫. To see a departing person off by accompanying him to a certain distance.

(ଯଥା—ରାଜା ସାହେବ ପୋଲିଟିକାଲ୍ ଏଜେଣ୍ଟଙ୍କୁ ବଳାଇବାକୁ କୋଶେ ବାଟ ଯାଇଥିଲେ)