Jump to content

ବଳାକ

ଉଇକିଅଭିଧାନ‌ରୁ

ବଳାକ

ଉଚ୍ଚାରଣ

[ସମ୍ପାଦନା]
(ବଳାକା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ବଳ=ଶକ୍ତି+ଅଳ୍ ଧାତୁ=ବକ୍ରଗମନ କରିବା କର୍ତ୍ତୃ. ଅ; ଯେ ବଳପ୍ରକାଶ ପୂର୍ବକକ ଊର୍ଦ୍ଧ୍ୱକୁ ବକ୍ର— ଭାବରେ ଗମନ କରେ)

[ସମ୍ପାଦନା]
୧. କ୍ଷୁଦ୍ର ବକପକ୍ଷୀ — ୧. The paddy bird; the egret.
୨. (ନାମ) ଭାଗବତୋକ୍ତ ପୁରୁ ରାଜାଙ୍କ ପୁତ୍ର ଓ ଜହ୍ନୁଙ୍କ ପୌତ୍ର (ହିନ୍ଦୀ - ଶ.) —୨. Name of a king of ancient India.
୩. ରାକ୍ଷସବିଶେଷ (ହିନ୍ଦୀ - ଶ.) —୩. Name of a demon.
୪. ଜାତୁକର୍ଣ୍ଣ ମୁନିଙ୍କର ଏକ ଶିଷ୍ୟ (ହିନ୍ଦୀ - ଶ.) — ୪. Name of a discille of sage Jātukarṇṇa.