Jump to content

ବଳାଗ୍ର

ଉଇକିଅଭିଧାନ‌ରୁ

ବଳାଗ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍; ବଳ+ଅଗ୍ର)

[ସମ୍ପାଦନା]
୧. ସେନାପତି — ୧. Commander in chief.
୨. ସେନାର ଅଗ୍ରଭାଗ —୨. The advance guard of an army.
(ବଳାଗ୍ରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ବଳଶାଳୀ (ହିନ୍ଦୀ - ଶ.) —Strong; mighty.