ବଳାତ୍କାର
ଦେଖଣା
ବଳାତ୍କାର
ଉଚ୍ଚାରଣ
[ସମ୍ପାଦନା](ବଳାତ୍କୃତ—ବିଣ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବଳାତ୍+କୃ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ଅତ୍ୟାଚାର; ଦୈରାତ୍ମ୍ୟ; ଜୋରପ୍ରକାଶ; ଜବରଦସ୍ତି; ଜୋର୍ ଜୂଲମ୍ —୧. Oppression; violence; outrage.
- ୨. କୌଣସି ବ୍ୟକ୍ତିର ଇଚ୍ଛାବିରୋଧରେ ବଳପୂର୍ବକ କୌଣସି କାର୍ଯ୍ୟ କରାଇବା (ହିନ୍ଦୀ - ଶ.) — ୨. Coercion.
- ୩. ବଳପ୍ରୟୋଗ —୩. Use of force.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବଳପ୍ରୟୋଗପୂର୍ବକ ସ୍ତ୍ରୀସଙ୍ଗମ କରିବା — ୧. Rape; outraging female modesty.
- ୨. ଖାତତକୁ ଅଟକ ରଖିବାପୂର୍ବକ ଦଣ୍ଡ — ୨. Forcible detention of a debtor as punishment.