ବଳାତ୍କାରେ
ଦେଖଣା
ବଳାତ୍କାରେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜେ. କ୍ରି. ବିଶେଷଣ - (ସଂସ୍କୃତ - ବଳାତ୍କାର)
[ସମ୍ପାଦନା]- ୧. ବଳେ ବଳେ; ବାଧ୍ୟ ହୋଇ —୧. Perforce.
- ୨. ଅଗତ୍ୟା — ୨. Necessarily.
ବଳାତ୍କାରେ ନିଜ ଆସନରୁ ଉଠି ଚାହିଁଲେ ସେ ଜଳଙ୍କୁ ଆଡ଼କରି ପିଠି କୃଷ୍ଣସିଂହ ମହାଭାରତ ବନ
- ୩. ନିଶ୍ଚେ —୩. Certainly.
- ୪. ବଳପୂର୍ବକ; ଜୋର ଜୁଲମ କରି —୪. Forcibly; voilently.
ବଳାତ୍କରେ ସ୍ତିରୀମାନଙ୍କ ଧରିଆଣି ନ ରଖିବ ଘରେ ମୋ ବଚନକୁ ମାନି କୃଷ୍ଣସିଂହ ପ୍ରୟୋଗପୂର୍ବକ ଜୁଲମ କର
- ୫. ଉପାୟାନ୍ତରବିହୀନ ହୋଇ —୫. Having no other alternative left.
(ଯଥା—ମୁଁ ଆଗେ କେତେ ଅନୁସରଣ କରି କେତେ ନେହୁରା ହେଉଥିଲି, ତେବେ ତୋ ମନ ତରଳୁ ନ ଥିଲା, ଏବେ ତୋର ମୋଠେଇ କାମ ପଡ଼ିଲାଣି, ତୁ ବଳାତ୍କରେ ଆସି ମୋ ଗୋଡ଼ ଧରିବୁ ଯେ)