Jump to content

ବଳାବଳ

ଉଇକିଅଭିଧାନ‌ରୁ

ବଳାବଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବଳ ଓ ଅବଳ — Strength and weaness.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଶକ୍ତି ସାମର୍ଥ୍ୟର ଯଥାର୍ଥ ପରିମାଣ — ୧. Actual measure or estimate of one's strength.

ବଳାବଳ ଦୁଃଖ ସୁଖ ତ ଦଇବର କୃଷ୍ଣସିଂହ ମହାଭାରତ ସଭା

୨. ବଳ; ଶକ୍ତି —୨. Strength; power.
୩. ଅଧିକାର; ପ୍ରଭୁତ୍ୱ —୩. Authority; mastery.

ଦେଶଜ - ବିଶେଷଣ -

[ସମ୍ପାଦନା]

ବଳିପଡ଼ିବା; କ୍ଷମତାର ଅତିରିକ୍ତ; ଅସହ୍ୟ — Unbearable; excessive; exceeding one's strength or capacit.

(ଯଥା—ତା କଥାକୁ ବଳାବଳ ହେଲାଣି ସେ ଅନ୍ୟ ବ୍ୟ୍ୟକ୍ତିକୁ କାହୁଁ ସମ୍ଭାଳିବ?)