Jump to content

ବଳାବଳି

ଉଇକିଅଭିଧାନ‌ରୁ

ବଳାବଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଜଣେ ଅନ୍ୟ ଜଣୁ ବଳିପଡ଼ିବା ଅବସ୍ଥା — ୧. To state of one exceeding the other.
୨. ବଳାତ୍କାର —୨. Use of force or violence.
୩. ଅନୁରୋଧାତିଶଯ୍ୟ — ୩. Importunity.

ନ ହୁଲା ସେ ବଳି, ରାଗ ସରାଗଲୀଳା ବଳାବଳି— ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି