Jump to content

ବଳାଶ

ଉଇକିଅଭିଧାନ‌ରୁ

ବଳାଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଳ= ଶକ୍ତି+ଅଶ୍ ଧାତୁ=ଖାଇବା+ଅ; ଯେ ବଳକୁ ଖାଇଯାଏ ବା ନାଶ କରେ)

[ସମ୍ପାଦନା]
୧. ଶ୍ଳେଷ୍ମାରୋଗ —୧. Cold.
୨. କ୍ଷୟ ରୋଗ — ୨. Tuberculosis.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଧାନକୋଠି —Barn; granary.