Jump to content

ବଳାହକବଲ୍ଲୀ

ଉଇକିଅଭିଧାନ‌ରୁ

ବଳାହକବଲ୍ଲୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୂପକ; ବଳାହକ=ମେଘ+ବଲ୍ଲୀ=ଲତା)

[ସମ୍ପାଦନା]

ବିଜୂଳି —Lighting.

କଟି ତଟେ ପୀତ ଜସନ ବିଭାଜେ ବଳାହକ ବଲ୍ଲୀ ସମାନ ଦୀନକୃଷ୍ଣ ରସକଲ୍ଲୋଳ