ବଳିତ
ଦେଖଣା
ବଳିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବଳି=ପଳିତ ଚର୍ମ+ସଂଜାତ ଅର୍ଥରେ ଇତ)
[ସମ୍ପାଦନା]- ୧. କୁଞ୍ଚିତ; ବଳିଯୁକ୍ତ; ତ୍ରିବଳିଯୁକ୍ତ —୧. Wrinkled floded.
- ୨. ବଳିବଳିକିଆ —୨. Curled; shrivelled; rolled.
- ୩. ଶ୍ଳଥ; ଧଡ଼ଧଡ଼ିଆ; ଲୋଳ; ଲୁଳିତ; ହୁଗୁଳା ହୋଇ ଝୁଲୁଥିବା — ୩. Slackened; flabby; flaccid.
- ୪. ପରିବୃତ; ଆବେଷ୍ଟିତ (ହିନ୍ଦୀ - ଶ.) —୪. Surrounded; encircled.
- ୫. ଆଚ୍ଛାଦିତ (ହିନ୍ଦୀ - ଶ.) —୫. Covered; enveloped.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅଧିକତର; ସୁନ୍ଦରତର — ୧. Finer; more beautiful.
ଅଭିନବ ରୂପ ବଳିତ କାମ—ଉଷା ଶିଶୁଶଙ୍କର
- ୨. ଜାତ —୨. Produced; born; generated.
ହରି ପରିରମ୍ଭବ ସରସ ରସେଣ ବଳିତ ବହୁ ଭିକାର ପ୍ରାଚୀ ରସବାରିଧି