Jump to content

ବଳିତା

ଉଇକିଅଭିଧାନ‌ରୁ

ବଳିତା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଳିତ; ବର୍ତ୍ତିକା)

[ସମ୍ପାଦନା]
୧. ଦୀପବର୍ତ୍ତି; ବଳି; ଶଳିତା; ବଳା ଯାଇଥିବା କନା — ୧. Wic; rolled wick.

ଯେସନେ ପ୍ରଦୀପ ଜଳଇ ଘୃତ ବଳିତା ଯୋଗ ପାର—ଜଗନ୍ନାଥ ଭାଗବତ

୨. ବଳା (ଯାଇଥିବା କନା ବା ତୁଳା —୨. A roll or skein (of rag or cotton).
୩. କନ୍ଥା; କନାର ଟିକି ଟିକି ଖଣ୍ଡ —୩. Rags; shrivelled up rags.

(ଯଥା—ଏ ଲୁଗା ଖଣ୍ଡ ଚିରିଯାଇ ବଳିତା ହୋଇଗଲାଣି)

ଦେଶଜ - ବିଶେଷଣ -

[ସମ୍ପାଦନା]

ବଳିତା ପରି ସରୁ ବା କ୍ଷୀଣ — Slender like a wick.

(ଯଥା—ଖାଇବାକୁ ନ ପାଇ ତା ଦେହ ବଳିତା ହୋଇଗଲାଣି)