Jump to content

ବଳିତା ଖଡ଼ି

ଉଇକିଅଭିଧାନ‌ରୁ

ବଳିତା ଖଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ସରୁ ଲମ୍ୱ କୋଚିଲା ଖଡ଼ି — A kind of hard chalk cut into thin long clices.

[ଦ୍ରଷ୍ଟବ୍ୟ —ଏହାର ବର୍ଣ୍ଣ ପାଉଁଶିଆ ଦିଶେ ଏହା ଲମ୍ୱ ଓ ଗୋଲ ହୋଇ ତିଆରି ହୋଇଥାଏ; ଏହାର ବ୍ୟାସ ପ୍ରାୟ ୧ ଇଞ୍ଚ ଚାଟଶାଳିର ପିଲାମାନେ ଏହା ସାହାର୍ଯ୍ୟରେ ଭୂମିରେ ଲେଖନ୍ତି]