Jump to content

ବଳିତା ବସାଇବା

ଉଇକିଅଭିଧାନ‌ରୁ

ବଳିତା ବସାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଦେବତାଙ୍କ ସମ୍ମୁଖରେ ବା ଦେବତାଙ୍କ ଉଦ୍ଦେଶ୍ୟରେ ବା ତୁଳସୀଗଛ ମୂଳରେ ସନ୍ଧ୍ୟା ସମୟରେ ଘିଅ ବତି ଜାଳିବା — To set lighted wicks saturated with ghee or oil before Deities or the holy basil plant at eve.

[ଦ୍ରଷ୍ଟବ୍ୟ —ବଳିତା ବସାଇବା ସମୟରେ ଲୋକେ ଆପଣାର ଅଭୀଷ୍ଟ ସିଦ୍ଧିପାଇଁ ବବା ଶତ୍ରୂର ଅମଙ୍ଗଳ ପାଇଁ ଦେବତାଙ୍କର ପ୍ରାର୍ଥନା କରି ଥାଆନ୍ତି ଏଥିପାଇଁ 'ଅମୁ ଅମୁକର ନାଆଁରେ ନିତି ବଳିତା ବସାଉଛି, ବୋଲି କହିଲେ ଅମୁକ ଲୋକ ବ୍ୟକ୍ତିର ଅମଙ୍ଗଳ ହେବାପାଇଁ ଦେବତାଙ୍କଠାରେ ପ୍ରାର୍ଥନା କରୁଛି ବୋଲି ବୁଝାଯାଏ]