ବଳିଦାନ
ଦେଖଣା
ବଳିଦାନ
ଉଚ୍ଚାରଣ
[ସମ୍ପାଦନା](ବଳିପ୍ରଦାନ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍)
[ସମ୍ପାଦନା]- ୧. ଦେବତାଙ୍କ ଉଦ୍ଦେଶ୍ୟରେ ପଶୁବଧ —୧. Animal sacrifice or offering to a Deity; sacrifice of a victim.
- ୨. ଦେବତାଙ୍କ ଉଦ୍ଦେଶ୍ୟରେ କୌଣସି ଦ୍ରବ୍ୟର ଉତ୍ସର୍ଗ — ୨. Dedication of a thing to a Deity.
- ୩. ଦେବତାଙ୍କୁ ନୈବେଦ୍ୟ ଦେବା; ପୂଜାର ଉପକରଣ— ଦାନ —୩. Making of an offering.