Jump to content

ବଳିନ

ଉଇକିଅଭିଧାନ‌ରୁ

ବଳିନ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବଳି ହୋଇଥିବା —୧. Twisted.
୨. ଦୃଢ଼ ଓ ବର୍ତ୍ତୁଳ —୨. A round and strong; muscular.

ବଳିଣ ଭୁଜେ (ସେ) ମର୍କତେ ଭାଜେ ଅଙ୍ଗଦ କଙ୍କଣ ବେନି କରେ କିରାନେ ପ୍ରାଚୀ ରହସ୍ୟମଞ୍ଜରୀ



ବଳିନ

ଉଚ୍ଚାରଣ

[ସମ୍ପାଦନା]

(ବଳିଭ—ଅନ୍ୟରୂପ)

(ବଳିନା, ବଳିଭା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ବଳି+ଅସ୍ତ୍ୟର୍ଥେ. ଇନ୍)

[ସମ୍ପାଦନା]
୧. ବଳିଯୁକ୍ତ — ୧. Wrinkled; shrivelled.
୨. ତ୍ରିବଳିଯୁକ୍ତ —୨. Having ୩ folds of sin about the navel.
୩. ଲୁଳିତ; ଶ୍ଳଥ —୩. Flabby; flaccid.

ଦେଶଜ - ବିଶେଷଣ -

[ସମ୍ପାଦନା]

ବର୍ତ୍ତୁଳ ଓ ଦୁଢ଼ —Round and strong.

(ଯଥା—ବାହୁ ବଳିନ ଭୃଜ ହେମବ୍ରତତୀ)