Jump to content

ବଳିହୃତ୍

ଉଇକିଅଭିଧାନ‌ରୁ

ବଳିହୃତ୍

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ବଳି+ହୃ ଧାତୁ+କର୍ତ୍ତୃ. କ୍ୱିପ୍)

[ସମ୍ପାଦନା]
୧. କରପ୍ରଦ; ଯେ କର ଦିଏ —୧. Paying rent; tributary.
୨. ଯେ ଭେଟି ଆଣେ —୨. Carrying or bringing. present.
୩. ଯେ କର ଗ୍ରହଣ କରେ ; କାରଗ୍ରାହୀ — ୩. Taking or accepting tribute. or rent.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାଜା (ହିନ୍ଦୀ - ଶ) —A king.