ବଳୀକ
ଦେଖଣା
ବଳୀକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବଳି+ ସ୍ୱାର୍ଥେ. କ)
[ସମ୍ପାଦନା]ଚାଳର ଓଳି — The lowest edge of a thatch; the eaves.
ବଳୀକ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ବଳି ଧାତୁ= ଆବରଣ କରିବା+କର୍ତ୍ତୃ. ଇକ)
[ସମ୍ପାଦନା]- ୧. ନିଧ୍ର; ଘରଚାଳର ଓଳି —୧. The lower end of a thatch; the eaves.
- ୨. କାଣ୍ଡଶର (ହିନ୍ଦୀ - ଶ) — ୨. A kind of reed.