Jump to content

ବଳୀୟାନ୍

ଉଇକିଅଭିଧାନ‌ରୁ

ବଳୀୟାନ୍

ଉଚ୍ଚାରଣ

[ସମ୍ପାଦନା]
(ବଳୀୟାସୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ(ବଳବତ୍+ଅତ୍ୟର୍ଥେ. ଈୟସ; ବତଲୋପ; ବଳୀୟସ ଶଦ୍ଦ ୧ମା,. ୧ବ)

[ସମ୍ପାଦନା]
୧. ବଳୁଆ; ବଳୀୟାର — ୧. Strong; mighty.
୨. ବଳବତ୍ତର — ୨. Stronger.
୩. ଖୁବ୍ ବଳୁଆ —୩, Very strong

ବିଶେଷ୍ୟ -

[ସମ୍ପାଦନା]

ଉଷ୍ଟ୍ର, ମହିଷ ପ୍ରଭୃତି ବଳଶାଳୀ ପଶୁ —Strong beasts (e.g. camel, bufflo etc)