ବଳେ
ଦେଖଣା
ବଳେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ବଳପୂର୍ବକ; ଜବରଦସ୍ତି — ୧. Forcibly.
ହାରକାରେ ଯାଇ ବଳେ ସୁଭଦ୍ରାଙ୍କୁ ବିଭା ହୋଇ ଅର୍ଜୁନ ଆଣିଲେ—କୃଷ୍ଣସିଂହ ମହାଭାରତ ଆଦି
ଅନୁବାଦ
[ସମ୍ପାଦନା]ବଳେ
|
- ୨. ଆପଣା ମନକୁ; ସ୍ୱେଚ୍ଛାରେ; ଛାଏଁ ଛାଏଁ —୨. Our of one's own accord; automatically; willingly.
ଅନୁବାଦ
[ସମ୍ପାଦନା]ବଳେ
|
- ୩. କର୍ଯ୍ୟତଃ; ନିଶ୍ଚେଁ — ୩. Certainly; as a metter of course.
ବିଜନ ସ୍ଥଳେ ସେ ବଳେ, ବିରାଜିତ କ୍ଷଣରୁଚି ରୁଚିତରେ—କବିସୂର୍ଯ୍ୟ. କିଶୋରୀ ଚମ୍ପୁ. ଠ ଗୀତ
- ୪. ବାଧ୍ୟ ହୋଇ —୪. under compulsion; compulsorily.
ଔଷଧ ଯେହ୍ନେ ନ ରୁଚଇ ବ୍ୟାଧୁ ସଂଯୋଗେ ବଳେ ଖାଇ— ଜଗନ୍ନାଥ ଭାଗବତ
ଅ—(ଅନ୍ୟ ବିଶେଷ୍ୟ ଶବ୍ଦ ପରେ ଲାଗେ)
[ସମ୍ପାଦନା]ଯୋଗେ; ଯୋଗୁଁ —For.
ଛଥାଇ ତୁ କୋଳେ, କିସମ୍ୱର୍ତ୍ତିବଳେ ଇନ୍ଦ୍ର ହେଲେ ସୁରେଶ୍ୱର ରେ—କବିସୂର୍ଯ୍ୟ ସଙ୍ଗୀତ