ବଳେ ପଶି ମଙ୍ଗଳବାର କରିବା
(ବଳେ ପଶି ଓଷା ଉଜେଇଁବା—ଅନ୍ୟରୂପ)
ପରଘରେ ଜବରଦସ୍ତି ବା ଅନାହୃତ ହୋଇ ମୁରଦ୍ଦୀପଣିଆ କରିବା — To thrust one's self as the guardian of another's affairs; to poke one's nose into another's affairs.