Jump to content

ବଳୟିତ

ଉଇକିଅଭିଧାନ‌ରୁ

ବଳୟିତ

ଉଚ୍ଚାରଣ

[ସମ୍ପାଦନା]

. ବିଶେଷଣ - (ବଳୟ+ ଯୁକ୍ତ ବା ସଂଜାତାର୍ଥେ. ଇତ)

[ସମ୍ପାଦନା]
୧. ବଳୟଯୁକ୍ତ; ବଳୟପରିହିତ —୧. Wearing a bracelet.
୨. ଗୋଲ; ବଳୟାକୃତି —୨. Circular; round.
୩. ବେଷ୍ଟିତ —୩. Surrounded.
୪. କୁଞ୍ଚୁକୁଞ୍ଚିଆ —୪. Curly (Apte).