ବଳ କରିବା
ଦେଖଣା
ବଳ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବାଳବାନ୍ କରିବା; ଶରୀରରେ ବଳ ଦେବା —୧. To give strength; to strengthen.
(ଯଥା—ଘିଅଦୂଧ ଖୁବ୍ ବଳ କରେ)
- ୨. କୌଣସି ବ୍ୟକ୍ତିକୁ ବା ବିଷୟକୁ ଆପଣାର ପ୍ରଧାନ ସହାୟକବୂପେ ଭରସା କରିବା —୨. To depend upon a thing or person aas one's support or prop.
(ଯଥା—ମୋ ନିମିତ୍ତ୍ୟଘରଟି ଉଠାଇବା ପାଇଁ ମୁଁ ମୋ ସାଆନ୍ତଙ୍କୁ ଖୁବ୍ ବଳ କରିଛି )
- ୩. ଜୋର୍ ପ୍ରକାଶ କରିବା —୩. To exhibit one's strength.