Jump to content

ବଳ ପର

ଉଇକିଅଭିଧାନ‌ରୁ

ବଳ ପର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବଳ+ପର=ଶତ୍ରୁ)

[ସମ୍ପାଦନା]

ଇନ୍ଦ୍ର — Indra.

ବଳପର ବିନୟୀ ଗୌତମ ପଚାରନ୍ତେ ଭଞ. ବୈଦେହୀଶବିଳାସ