ବଳ ପଶା
ଦେଖଣା
ବଳ ପଶା
ଉଚ୍ଚାରଣ
[ସମ୍ପାଦନା](ବଳେ ପଶା—ଅନ୍ୟରୂପ)
(ବଳ ପଶୀ, ବଳେ ପଶୀ—ସ୍ତ୍ରୀଲିଙ୍ଗ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ବଳ+ପ୍ରବେଶ)
[ସମ୍ପାଦନା]- ୧. ଯେ ଜବରଦସ୍ତି ପ୍ରବେଶ କରେ — ୧. Entering a place for cibly.
- ୨. ଯେ ନିମନ୍ତ୍ରିତ ନ ହୋଇ କୌଣସି ସ୍ଥାନକୁ ଯାଏ — ୨. Going to a place uninvited.
ଆମ୍ୱ କସି ! କଥା ଲହସରେ ଚାଲି ଅଇଲି ମତେ ନ ବୋଲିବୁ ବଳପଶୀ—ଢ଼ଗ