ବଶ
ଦେଖଣା
ବଶ
ଉଚ୍ଚାରଣ
[ସମ୍ପାଦନା](ବଶା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବଶ୍ ଧାତୁ+କର୍ମ. ଅ)
[ସମ୍ପାଦନା]- ୧. ବଶୀଭୂତ; ଆୟତ୍ତ; ଅଧୀନ —୧. Under control.
- ୨. ବଶୀଭୂତ —୨. Subjugated; subdued.
- ୩. ଯେ କଥା ବା ଉପଦେଶ ଅନୁସାରେ ଚଳେ —୩. Acting according to the wish of advice of.
ଅନୀଳ ଶକପତ୍ରନେତା ଯେ ଆମ୍ଭ ବଶ ଜହୁରୁରେ କବିସବର୍ଯ୍ୟ କିଶୋରୀ ଚମ୍ୱୂ ଘ, ଗୀତ
- ୪. ମୁଗ୍ଧ; ମୋହିତ —୪. Charmed; enchanted.
ବିଶେଷ୍ୟ -
[ସମ୍ପାଦନା]- ୧. (+ ଭାବ. ଅ) କର୍ତ୍ତୃତ୍ୱ. —୧. Mastery; authority.
- ୨. ଅଧିକାର —୨. Control.
- ୩. ଅଧୀନତା —୩. Subjugation.
- ୪. କାମନା; ଅଭିଳାଷ; ଇଚ୍ଛା —୪. Desire.
- ୫. ଗଣିକାଳୟ —୫. The house of prostitute.