Jump to content

ବଶଂବଦ

ଉଇକିଅଭିଧାନ‌ରୁ

ବଶଂବଦ

ଉଚ୍ଚାରଣ

[ସମ୍ପାଦନା]
(ବଂଶବଦା—ସ୍ତ୍ରୀ) 

(ବଶମ୍ୱଦ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (ବେଶ=ଅଧିନତା+ବଦ୍ ଧାତୁ=କହିବା +କର୍ତ୍ତୃ. ଅ)

[ସମ୍ପାଦନା]
୧. ଯେ ବାକ୍ୟଦ୍ୱାର ବଶୀଭୂତ କରେ —୧. One who captivates by his wards
୨. ଅନୁଗତ; ବଶବର୍ତ୍ତୀ —୨. Sybsrvient; dependent.
୩. ଆଜ୍ଞାବହ; ଆଜ୍ଞା କାରୀ —୩. Obdient.

[ଦ୍ରଷ୍ଟବ୍ୟ —ଆଜିକାଲି ଲବ୍ୟଧରଣର ପତ୍ରାଦିରେ ଶେଷରେ "ଇତ୍ ଆପଣଙ୍କର ବଶଂଗତ (ଦା) (ପତ୍ର ପ୍ରେରକ)" ଲେଖାଯାଏ ଇଂରାଜିରେ Yours obediently ବାକ୍ୟରେ ଅନୁକରଣରେ ଏହା ବ୍ୟବହୃତ]

୩. ଆଜ୍ଞାକାରୀ —୩. Obedient.
୪. ପ୍ରିୟମ୍ୱଦ; ମିଷ୍ଟଭାଷୀ —୪. Sweet-speaking