ବଶଣି କରିବା
ପ୍ରଜାଦେୟ ରାଜସ୍ୱର ଟଙ୍କା ବା ଜମିର ପରିମାଣର କସୋଟରେ ପ୍ରଜାଠାରେ ଅଧିକା ଟିକସ୍ ବସାଇବା —To make an additional assessment in proportion to the rent or area of a holding.