Jump to content

ବଶତଃ

ଉଇକିଅଭିଧାନ‌ରୁ

ବଶତଃ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ଅ(ବଶ+ପଞ୍ଚମୀ ବିଭକ୍ତିରେ ତସ୍)

[ସମ୍ପାଦନା]
୧. ଅଧୀନତା ପ୍ରଯୁକ୍ତ — ୧. Owing to;
୨. ଯୋଗୁଁ; ହେତୁରୁ —୨. For; on a acconnt of; by reason of.
୩. ନିବନ୍ଧନ; ବନ୍ଧନ କ୍ରମେ —୩. Under the influence of; under the control of.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସହିତ ପ୍ରଯୁଜ୍ୟ ହୁଏ; ଯଥା— ଇଚ୍ଛା ବଶତଃ; କାରଣବଶତଃ; କର୍ଯ୍ୟବଶତଃ; ଭାଗ୍ୟବଶତଃ]