ବଶୀ
ଦେଖଣା
ବଶୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ବଶିକ=ଶୂନ୍ୟ)
[ସମ୍ପାଦନା]ଶୂନ୍ୟ — Empty; Vacant.
ବଶିଶୁଭ ବଜ୍ର ସିଂହାସନରେ ତହିଁ— ଭଞ୍ଜ ବୈଦେହିଶବିଳାସ
ବଶୀ
ଉଚ୍ଚାରଣ
[ସମ୍ପାଦନା](ବଶିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବଶ=ସ୍ୱାଧୀନତା+ଅଛି ଅର୍ଥରେ ଇନ୍. ବଶିନ୍ ଶବ୍ଦ. ୧ମା. ୧ବ; ଯାହାର ଇନ୍ଦ୍ରୟଗଣ ନିଜ ଅଧୀନ)
[ସମ୍ପାଦନା]- ୧. ନିତେନ୍ଦ୍ରିୟ —୧. One who has subdued hias passions.
- ୨. ବଶକାରୀ —୨. Capable of bringing under control.
- ୩. ବଶବର୍ତ୍ତୀ —୩. Obedient; subservient.