Jump to content

ବଶୀକରଣ

ଉଇକିଅଭିଧାନ‌ରୁ

ବଶୀକରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଶ+ଅଭୁତତଭାବେ ଚ୍ୱି+କରଣ)

[ସମ୍ପାଦନା]
୧. ଲୋକକୁ ବଶ କରିବା —୧. Act of bringing a person under control.
୨. ତାନ୍ତ୍ରିକ ଅଭିଚାରବିଶେଷ —୨. A Tantric process of subduing another
୩. (+ କରଣ ଅନ) ପରକୁ ବଶ କରିବା ପାଇଁ ବ୍ୟବହୃତ ତାନ୍ତ୍ରିକ ମନ୍ତ୍ର ଯନ୍ତ୍ରାତି — ୩. Esoteric magical applications to bring others under control; a megical charm.

(ଯଥା—ସ୍ତ୍ରୀ ବଶୀକରଣ, ସ୍ୱାମୀ ବଶୀକରଣ, ରାଜ ବଶୀକରଣ, ସର୍ପ ବଶୀକରଣ, ସତ୍ରୁ ବଶୀକରଣ ଇତ୍ୟାଦି)

[ଦ୍ରଷ୍ଟବ୍ୟ —ଏହା ତନ୍ତ୍ରୋକ୍ତ ପଞ୍ଚକ୍ରିୟାର ଅନ୍ତର୍ଗତ ପଞ୍ଚକ୍ରିୟା ଯଥା— ସ୍ତମ୍ଭନ, ମୋହନ, ବଶୀକରଣ, ଉଟ୍ଟାଟନ ଓ ମାରଣ ତନ୍ତ୍ର ତଳେ ନୋଟ୍ ଦ୍ରଷ୍ଟବ୍ୟ; ଅଥର୍ବ ବେଦରେ ବଶୀକରଣ ବିଷୟରେ ଉଲ୍ଲେଖ ଅଛି]