Jump to content

ବଶ୍ରାମ କରିବା

ଉଇକିଅଭିଧାନ‌ରୁ

ବଶ୍ରାମ କରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ବିଶ୍ରାମ)

[ସମ୍ପାଦନା]
୧. ପରିଶ୍ରମ ପରେ ଆରାମ କରିବା —୧. To take rest or rereation to take repose.
୨. ଶ୍ରମାପନୋଦନ କରିବା —୨. To refresh one's self.
୩. (ଭୂତପ୍ରେତାଦି) ମୁନଷ୍ୟ ଶରୀରରେ ପ୍ରବେଶ କରିବା — ୩. To possess the body of a person. (said of ghosts and evil spirits.
୪. (ଭୂତପ୍ରେତାଦି) କୌଣସି ବୃକ୍ଷ ବା ସ୍ଥାନରେ ଆଶ୍ରୟ
ନୋବା —୪. To possess a tree; place or house (said of ghost and evil spirits).
୫. ଶୋଇବା —୫. To sleep.
୬. କୌଣସି ସ୍ଥାନରେ ଆଶ୍ରୟ ନେବା —୬. To shelter at a place.