ବଶ୍ୟ
ଦେଖଣା
ବଶ୍ୟ
ଉଚ୍ଚାରଣ
[ସମ୍ପାଦନା](ବଶ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବଶ୍ ଧାତୁ+କର୍ମ. ଯ)
[ସମ୍ପାଦନା]- ୧. ଯେ ସହଜରେ ବଶ ହୁଏ —୧. Easily controllable.
- ୨. ପୋଷା —୨. Tame.
- ୩. ଆଜ୍ଞାଧୀନ — ୩. Obedient; subservient.
- ୪. ନିମ୍ନସ୍ଥ; ଅଧୀନ — ୪. Subordinate.
- ୫. ବିନୀତ —୫. Humble.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦାସ; ସେବକ (ହିନ୍ଦୀ - ଶ) —୧. Slave; servant.
- ୨. ଅଧୀନ କର୍ମଚାରୀ —୨. A subordinate.
ଗ୍ରାମ୍ୟ - ବି—(ସଂସ୍କୃତ - ବୈଶ୍ୟ)
[ସମ୍ପାଦନା]ବୈଶ୍ୟ —B&aline;i̱ṡya.
ବ୍ରାହ୍ମଣ ବଶ୍ୟ ଶୁଦ୍ର ଜାତି, ପାଟକ ଅଷ୍ଟାଦଶ ଛନ୍ତି ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ