Jump to content

ବଶ କରିବା

ଉଇକିଅଭିଧାନ‌ରୁ

ବଶ କରିବା

ଉଚ୍ଚାରଣ

[ସମ୍ପାଦନା]

(ବଶ୍ୟ କରିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ବଶୀଭୂତ କରିବା —୧. To subjugate; to bring under control.
୨. ମୁଗ୍ଧ କରିବା —୨. To Enchant; to charm.
୩. ପୋଷା ମନାଇବା — ୩. To tame.
୪. ମନ୍ତ୍ର ବା ବଶୀକରଣଦ୍ୱାରା କରଗତ କରିବା —୪. To bring a person under control by magical means or charms.