ବଷଟ୍
ଦେଖଣା
ବଷଟ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ଅ—(ବହ୍ ଧାତୁ=ବହନ କରିବା+କରଣ. ଅଷଟ୍; ଯାହାଦ୍ୱାରା ଦେବତାଙ୍କ ନିକଟକୁ ପୂଜା ଦ୍ରବ୍ୟ ବାହିତ ହୁଏ)
[ସମ୍ପାଦନା]ତ୍ୟାଗାର୍ଥକ ମନ୍ତ୍ର; ଦେବତାଙ୍କ ଉଦ୍ଦେଶ୍ୟରେ ପୁଷ୍ପ ଓ ଆହୁତି ଆଦି ଦେବାର ମନ୍ତ୍ର —A mystic exclamation uttered while offering flowers and oblations to Deities.
[ଦ୍ରଷ୍ଟବ୍ୟ —ଅଙ୍ଗନ୍ୟାସ କରିବା ବେଳେ ଶିଖା ଶବ୍ଦ ସଙ୍ଗେ ଓ କର— ନ୍ୟାସ କରିବା ବେଳେ ମଧ୍ୟମାଙ୍ଗୁଳି ସଙ୍ଗେ ଏହି ଶବ୍ଦ 'ଶିଖାୟା. ବଷଟ୍, ମଧ୍ୟମାଭ୍ୟାଂ ବଷଟ୍' ରୂପେ ବୋଲାଯାଏ]