Jump to content

ବଷଟ୍କାର

ଉଇକିଅଭିଧାନ‌ରୁ

ବଷଟ୍କାର

ଉଚ୍ଚାରଣ

[ସମ୍ପାଦନା]

(ବଷଟ୍ କୃତ୍ୟ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବଷଟ୍= ତ୍ୟାଗାର୍ଥକ ମନ୍ତ୍ର+କୃ ଧାତୁ+ଅ)

[ସମ୍ପାଦନା]

ଦେବତାଙ୍କ ଉଦ୍ଦେଶ୍ୟରେ ଅଗ୍ନିରେ ଆହୁତି ପ୍ରଦାନ; ହୋମ —Act of offering oblations to the Gods in fire.