ବଷ୍କୟିନୀ
ଦେଖଣା
ବଷ୍କୟିନୀ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ବଷ୍କ ଧାତୁ+କର୍ତ୍ତୃ ଅନ+ସ୍ତ୍ରୀ. ଈ)
- ୧. ବିଷ୍କି ଯାଇଥିବା ଗାଈ; ବରଡ଼ ଗାଈ (ହିନ୍ଦୀ - ଶ) —୧. A cow which has all but gone dry.
[ଦ୍ରଷ୍ଟବ୍ୟ —ଏ ଗାଈର ଦୁଧ ଅନ୍ୟ ଗାଈର ଦୁଧ ଅପେକ୍ଷା ଗାଢ଼ା ଓ ମିଠା ହୁଏ]
- ୨. ଯେଉଁ ଗାଈର ବାଛୁରୀ ବଢ଼ି ଯାଇଅଛି —୨. A cow having a full grown calf (Apte).
- ୩. ବହୁ— ପ୍ରସବା ଗୌ —୩. A prolifie cow. (Apte)