ବସ
ଦେଖଣା
ବସ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବସା)
[ସମ୍ପାଦନା]- ୧. ଅନ୍ତ; ପୁଟା —୧. Entrails.
[ଦ୍ରଷ୍ଟବ୍ୟ —ମାଛ ପେଟର ଅନ୍ତକୁ ବସ କୁହାଯାଏ]
- ୨. ବସା; ଚର୍ବୀ —୨. Fat.
ଅନୁବାଦ
[ସମ୍ପାଦନା]ବୈଦେଶିକ - ଅ.
[ସମ୍ପାଦନା]- ୧. (ଆରବୀ - ବସ୍= ଯଥେଷ୍ଟ) ଏତିକି — ୧. This much.
- ୨. ଯଥେଷ୍ଟ —୨. Enough !
- ୩. ବନ୍ଦକର; ତୁନି ହୁଅ —୩. Stop !.
- ୨. ବିଶେଷ୍ୟ - (ଇଂ Bus) ଯାତ୍ରୀ ବୁହା ମଟର —୨. Bus.
ଦେଶଜ - କ୍ରି. (ବସିବା କ୍ରିୟାର ଅନୁଜ୍ଞା ରୂପ)
[ସମ୍ପାଦନା](ତୁମେ) ଉପବେଶନ କର —Do sit.