Jump to content

ବସତି କରିବା

ଉଇକିଅଭିଧାନ‌ରୁ

ବସତି କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଘର କରି ରହିବା; ବାସ କରିବା — ୧. To take up one's abode or residence.
୨. ଚିରସ୍ଥାୟୀଭାବରେ ରହିବା —୨. To take up a place as one's permanent place of abode; to settle.
୩. କୌଣସି ସ୍ଥାନରେ ବହୁ ଲୋକଙ୍କ ସଙ୍ଗେ ଘର କରି ରହିବା —୩. To colonize at a place; to settle at a place with other people.