ବସତୀ
ଦେଖଣା
ବସତୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବସ୍ ଧାତୁ = ବାସ କରିବା+ଅଧିକରଣ; ଅତି +ଈ)
[ସମ୍ପାଦନା]- ୧. ଅଭସ୍ଥାନ; ନିବାସ — ୧. Residence; abode.
- ୨. (+ ଭାବ. ଅତି) ବାସ କରିବା —୨. Act of living or residing.
- ୩. (+ ଅଧି. ଅତି) ବସ୍ତି; ଜନପଦ —୩. Village
- ୪. ଯେଉଁ ସ୍ଥାନରେ ବହୁଲୋକ ବାସ କରିନ୍ତି —୪. A place resided by many people.
- ୫. ଉପନିବେଶ — ୫. Settlement; colony.
- ୬. ରାତ୍ରି —୬. Night.