ବସତ ବାଟି
ଦେଖଣା
ବସତ ବାଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ବଙ୍ଗଳାରୁ ଅନୁକୃତ; ସଂସ୍କୃତ - ବସତ୍=ବାସ) କରୁଥିବା ବା ବାସକାରୀ+ବାଟିକା=ଗୃହ)
[ସମ୍ପାଦନା]- ୧. ଯେଉଁ ଘରେ ମନୁଷ୍ୟ ସପରିବାର ବାସ କରେ; ବସବାସ ଘର —୧. Family residence,
- ୨. ଯେଉଁ ଘରେ କୌଣସି ବ୍ୟକ୍ତି ଚିରସ୍ଥାୟୀ ଭାବରେ ବାସ କରେ — ୨. Permanent habitation.
- ୩. ବାସଗୃହ — ୩. Dwelling house.