ବସନ୍ତଗୁଣ୍ଡିଚା
ଦେଖଣା
ବସନ୍ତଗୁଣ୍ଡିଚା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସ୍ୱର୍ଣ୍ଣାଦ୍ରି ମହୋଦୟରେ ବର୍ଣ୍ଣିତ ଚୈତ୍ର ଗୁଣ୍ଡିଚା; ଚୈତ୍ର ମାସରେ ହେବା ଭୁବନେଶ୍ୱରର ରଥଯାତ୍ରା; ଅଶୋକାଷ୍ଟମୀ ରଥଯାତ୍ରା —The car fesival held during the month of Ch&aline;i̱tra at Bhubaneswar.
ବସନ୍ତ ଗୁଣ୍ଡିଚା ଏକାମ୍ର ବନେ କି ଯାତ୍ରୀ ଅନୁଗତ ପରା ଭଞ୍ଜ, ବୈଦେହୀଶବିଳାସ
[ଦ୍ରଷ୍ଟବ୍ୟ —ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ଚୈତ୍ର ଶୁକ୍ଳା— ଷ୍ଟମୀରେ ଏହି ଯାତ୍ରା ହୁଏ ଏ ଯାତ୍ରାରେ ଗୋଟିଏମାତ୍ର ରଥ ହୁଏ ଏ ରଥର ନାମ ରୁକୁଣାରଥ]