ବସନ୍ତତିଳକ
ଦେଖଣା
ବସନ୍ତତିଳକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ୧୪: ବର୍ଣ୍ଣର ସଂସ୍କୃତ ଛନ୍ଦୋବିଶେଷ — ୧. A Sanskrit metre of ୧୪ letters.
[ଦ୍ରଷ୍ଟବ୍ୟ —ଏଥିର ଉଦାହରଣ; ଅଙ୍କେସ୍ଥିତାପି ଯୁବତୀ ପରିଶଙ୍କନୀୟା; ଏଥିରେ ୧ମ, ୨ୟ, ୪ର୍ଥ, ୮ମ, ୧୧ଶ, ୧୩ଶ ଓ ୧୪ଶ ଅକ୍ଷର— ମାନ ଗୁରୁ, ଅନ୍ୟ ବର୍ଣ୍ଣମାନ ଲଘୁ ଏଥିର ଲକ୍ଷଣ—ଜ୍ଞେୟଂ ବସନ୍ତ ତିଳକଂ ତଭଜାଜଗୌଗଃ]
- ୨. ପୁଷ୍ପବିଶେଷ —୨. A kind of flower.
- ୩. ଆୟୁର୍ବେଦୋକ୍ତ ଯକ୍ଷ୍ମ ରୋଗର ଔଷଧବିଶେଷ —୩. A medicinal preparation prescribed in the Ayurbeda for Pthisis.