Jump to content

ବସନ୍ତଦୂତ

ଉଇକିଅଭିଧାନ‌ରୁ

ବସନ୍ତଦୂତ

ଉଚ୍ଚାରଣ

[ସମ୍ପାଦନା]

(ବସନ୍ତ ସଖ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (୬ଷ୍ଠୀ ତତ୍; ବସନ୍ତ+ଦୂତ) ===

କୋକିଳ — ୧. The cuckoo.

୨. (ବହୁବ୍ରୀହି) କାମଦେବ; ମଦନ —୨. Cupid personified.
୩. ପଞ୍ଚମ ସ୍ୱର —୩. The fifth of the seven musical notes in the gamot.
୪. ଆମ୍ୱ ଗଛ —୪. Mango tree.
୫. ଚୈତ୍ରମାସ (ହିନ୍ଦୀ - ଶ) —୫. The month of Chāi̱tra.