Jump to content

ବସନ୍ତପଞ୍ଚମୀ

ଉଇକିଅଭିଧାନ‌ରୁ

ବସନ୍ତପଞ୍ଚମୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମାଘ ଶୁକ୍ଳପଞ୍ଚମୀ; ଶ୍ରୀପଞ୍ଚମୀ —The ୫th day of the bright fortnight of the month of Māgha.

[ଦ୍ରଷ୍ଟବ୍ୟ —ଏଦିନ ବାଣୀ ଆରାଧନା ଦିବସ ବୋଲି ପ୍ରସିଦ୍ଧ ଛାତ୍ରମାନେ ମହାସମାରୋହରେ ସରସ୍ୱତୀ ପୂଜା କରନ୍ତି ଚାହାଳୀର ଛାତ୍ରମାନେ ସରସ୍ୱତୀଙ୍କର ପ୍ରତିମା ବା ଚିତ୍ରିତ ନାରିକେଳ ଧରି ଗୀତ ବୋଲି ପିତାମାତା ଓ ବନ୍ଧୁବାନ୍ଧବଙ୍କ ଘରକୁ ଯାଇ ଭିକ୍ଷା କରନ୍ତି ଏବଂ ଭିକ୍ଷାଲବ୍ଧ ଧନବସ୍ତ୍ର ଅବଧାନଙ୍କୁ ଆଣି ଦିଅନ୍ତି]