ବସନ୍ତରା
ଦେଖଣା
ବସନ୍ତରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବସନ୍ତରା
|
(ବସ[ସୁ]ନ୍ଦ[ନ୍ଧ]ରା—ଅନ୍ୟରୂପ)
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]- ୧. [[ (ସଂସ୍କୃତ - ବସୁଧାରା) ବସୁଧାରା ୨[[]] (ଦେଖ) - ୧. Basudhārā ୨ (See)
- ୨. (ସଂସ୍କୃତ - ବସନ୍ତ ଓ ରାଜନ୍) ଶୂଦ୍ର ଓ ଭଣ୍ଡାରିମାନଙ୍କର ରାଜଦତ୍ତ ଉପାଧିବିଶେଷ — ୨. A title given to ṡūdras.
ପ୍ରାଦେଶିକ - (ପାରିକୁଦ) ବିଶେଷ୍ୟ -
[ସମ୍ପାଦନା]ପାରିକୁଦ ରାଜାଙ୍କ ପାଖଲୋକଙ୍କ ମଧ୍ୟରୁ ଯେ ରାଜାଙ୍କ ଅତ୍ୟନ୍ତ ପ୍ରିୟପାତ୍ର ହୁଏ ତାହାର ରାଜଦତ୍ତ ଉପାଧି —A title given to the most favourite servant of the Rājā of Pārikuda.