Jump to content

ବସନ୍ତ ଆରିସା

ଉଇକିଅଭିଧାନ‌ରୁ

ବସନ୍ତ ଆରିସା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭୁବନେଶ୍ୱରର ଲିଙ୍ଗରାଜଙ୍କୁ ଭୋଗଲାଗିବା ଏକପ୍ରକାର ପତଳା ଆରସା ପିଠା — A kind of flat; round and thin sweet cake offered to the Liṅgarāja Deity at Bhubaneswar.

[ଦ୍ରଷ୍ଟବ୍ୟ —ଚାଉଳ ଚୂନାକୁ ଗୁଡ଼ ପାଣିରେ ସିଝାଇ ପତାଳା ଖଳି କରି ଖଳିକୁ କଦଳୀପତ୍ରରେ ବିଛାଇ, ଘିଅରେ ଛାଣି ଏହି ପିଠା କରାଯାଏ]