ବସନ୍ତ ବସନ
ଦେଖଣା
ବସନ୍ତ ବସନ
ଉଚ୍ଚାରଣ
[ସମ୍ପାଦନା](ବସନ୍ତବାସ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବସନ୍ତ ବସନ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (କର୍ମଧା) ହଳଦିଆ ଲୁଗା —୧. Yellow cloth.
- ୨. (ବହୁବ୍ରୀହି) ପୀତାମ୍ୱର; ବିଷ୍ଣୁ — ୨. Bishṇu.
ବସନ୍ତ ବସନେ(୧) ଗଣ୍ଠିକି ଦେଇ କାନ୍ଧେ ପକାଇ ବସନ୍ତ ବସନ(୨) ମୋହିନି ଏହି ଗୁମାନ କହି—ଭଞ୍ଜ, ବୈଦେହୀଶବିଳାସ